Some words for love ..
ପ୍ରିୟତମା ପାଇଁ ପଦେ** (two lines for love)
ଜୀବନ ଯାତ୍ରା ର ପଥିକ ଟିଏ ମୁଁ,
ଅସରନ୍ତି ପଥ ର ଯାତ୍ରୀ ଟିଏ ।।
M the traveller in the path of life journey,
M the traveller of an endless path...
ସ୍ନେହ ମମତା ର ଛାୟା ଟିକେ ପାଇଁ,
ବିଚଳିତ ମୋର ମନ ହୁଏ ।।
My mind gets tensed for shelter,
Under the shade of love & affection..
ବୟସ ରେ ରୌଦ୍ର ତାପ ର ଧାସ ରେ,
ଦଗ୍ଧିଭୂତ ପ୍ରାୟ ପ୍ରାଣ ହାଏ ।।
Just like the extreme heat of sun,
My life gets burned with my moving age..
ବିଶ୍ୱାସ ରୂପକ ଶୀତଳ ସ୍ପର୍ଶ କୁ ,
ପାଇବାକୁ ମନ ଖୋଜୁଥାଏ ।।
My mind looks for the cool touch,
Can be felt in the trust and believe..
ସେ ଶୀତଳ ସ୍ପର୍ଶ ପାଇଗଲେ ଥରେ ,
ତୁଚ୍ଛ ଲାଗେ ଆଉ ସବୁ କିଛି ।।
Everything is felt negligible,
Whenever the cool touch of ,
trust come in the contact of body...
ଲାଗେ ସତେ ଉଷ୍ମ କ୍ଲାନ୍ତ ଶରୀରେ,
ଚନ୍ଦନ ଲେପ କେ ଦେଲା ଲେପି ।।
It feels like someone applies ,
Sandalwood paste in the warm exhausted body..
ସେ ଚନ୍ଦନ ଲେପ ଅତି କମନୀୟ,
ଶାଶ୍ଵତ ପ୍ରେମ ର ଲେପ ସିଏ ।।
That sandalwood paste is very smooth,
The paste of eternal love ...
ସେ ଲେପ ଟିକକ ପାଇବା ପାଇଁ କି,
ବ୍ୟାକୁଳିତ ହୁଏ ମନ ହାଏ ।।
Mind gets disconcerted for the,
Cool paste of the that sandalwood..
ତା ସହ ସମ୍ପର୍କ ଅତି ନିବିଡ଼ ଯେ,
କ୍ଷୁର୍ଣ୍ଣତା ର ନାହିଁ ଅଭିପ୍ରାୟ ।।
There's a very strong attachment,
Where there's no chance of loss..
ସାତ ଜନମ ର ବନ୍ଧନ ପରା ସେ,
ପବିତ୍ର ପ୍ରେମ ର ଦେବାଳୟ ।।
As its the bonding of seven births,
In the temple of auspicious love..
ସେ ଦେବଳାୟେ ସ୍ଥିତ ଦୁଇଟି ପ୍ରତିମା,
ପ୍ରେମ ସନ୍ତକ ରୂପେ ଉଭା ହୁଏ ।।
Two statues present in that temple,
Appears as a symbol of love ...
ଜୀବନ ଯାତ୍ରା ର ପଥିକ ଟିଏ ମୁଁ,
ଅସରନ୍ତି ପଥ ର ଯାତ୍ରୀ ଟିଏ ।।
M the traveller in the path of life journey,
M the traveller of an endless path...
ସ୍ନେହ ମମତା ର ଛାୟା ଟିକେ ପାଇଁ,
ବିଚଳିତ ମୋର ମନ ହୁଏ ।।
My mind gets tensed for shelter,
Under the shade of love & affection..
ବୟସ ରେ ରୌଦ୍ର ତାପ ର ଧାସ ରେ,
ଦଗ୍ଧିଭୂତ ପ୍ରାୟ ପ୍ରାଣ ହାଏ ।।
Just like the extreme heat of sun,
My life gets burned with my moving age..
ବିଶ୍ୱାସ ରୂପକ ଶୀତଳ ସ୍ପର୍ଶ କୁ ,
ପାଇବାକୁ ମନ ଖୋଜୁଥାଏ ।।
My mind looks for the cool touch,
Can be felt in the trust and believe..
ସେ ଶୀତଳ ସ୍ପର୍ଶ ପାଇଗଲେ ଥରେ ,
ତୁଚ୍ଛ ଲାଗେ ଆଉ ସବୁ କିଛି ।।
Everything is felt negligible,
Whenever the cool touch of ,
trust come in the contact of body...
ଲାଗେ ସତେ ଉଷ୍ମ କ୍ଲାନ୍ତ ଶରୀରେ,
ଚନ୍ଦନ ଲେପ କେ ଦେଲା ଲେପି ।।
It feels like someone applies ,
Sandalwood paste in the warm exhausted body..
ସେ ଚନ୍ଦନ ଲେପ ଅତି କମନୀୟ,
ଶାଶ୍ଵତ ପ୍ରେମ ର ଲେପ ସିଏ ।।
That sandalwood paste is very smooth,
The paste of eternal love ...
ସେ ଲେପ ଟିକକ ପାଇବା ପାଇଁ କି,
ବ୍ୟାକୁଳିତ ହୁଏ ମନ ହାଏ ।।
Mind gets disconcerted for the,
Cool paste of the that sandalwood..
ତା ସହ ସମ୍ପର୍କ ଅତି ନିବିଡ଼ ଯେ,
କ୍ଷୁର୍ଣ୍ଣତା ର ନାହିଁ ଅଭିପ୍ରାୟ ।।
There's a very strong attachment,
Where there's no chance of loss..
ସାତ ଜନମ ର ବନ୍ଧନ ପରା ସେ,
ପବିତ୍ର ପ୍ରେମ ର ଦେବାଳୟ ।।
As its the bonding of seven births,
In the temple of auspicious love..
ସେ ଦେବଳାୟେ ସ୍ଥିତ ଦୁଇଟି ପ୍ରତିମା,
ପ୍ରେମ ସନ୍ତକ ରୂପେ ଉଭା ହୁଏ ।।
Two statues present in that temple,
Appears as a symbol of love ...
Comments
Post a Comment