Some words for love ..
ପ୍ରିୟତମା ପାଇଁ ପଦେ** (two lines for love) ଜୀବନ ଯାତ୍ରା ର ପଥିକ ଟିଏ ମୁଁ, ଅସରନ୍ତି ପଥ ର ଯାତ୍ରୀ ଟିଏ ।। M the traveller in the path of life journey, M the traveller of an endless path... ସ୍ନେହ ମମତା ର ଛାୟା ଟିକେ ପାଇଁ, ବିଚଳିତ ମୋର ମନ ହୁଏ ।। My mind gets tensed for shelter, Under the shade of love & affection.. ବୟସ ରେ ରୌଦ୍ର ତାପ ର ଧାସ ରେ, ଦଗ୍ଧିଭୂତ ପ୍ରାୟ ପ୍ରାଣ ହାଏ ।। Just like the extreme heat of sun, My life gets burned with my moving age.. ବିଶ୍ୱାସ ରୂପକ ଶୀତଳ ସ୍ପର୍ଶ କୁ , ପାଇବାକୁ ମନ ଖୋଜୁଥାଏ ।। My mind looks for the cool touch, Can be felt in the trust and believe.. ସେ ଶୀତଳ ସ୍ପର୍ଶ ପାଇଗଲେ ଥରେ , ତୁଚ୍ଛ ଲାଗେ ଆଉ ସବୁ କିଛି ।। Everything is felt negligible, Whenever the cool touch of , trust come in the contact of body... ଲାଗେ ସତେ ଉଷ୍ମ କ୍ଲାନ୍ତ ଶରୀରେ, ଚନ୍ଦନ ଲେପ କେ ଦେଲା ଲେପି ।। It feels like someone applies , Sandalwood paste in the warm exhausted body.. ସେ ଚନ୍ଦନ ଲେପ ଅତି କମନୀୟ, ଶାଶ୍ଵତ ପ୍ରେମ ର ଲେପ ସିଏ ।। That sandalwood paste is very smooth, The paste of eternal lov...